କରୋନା କବଳରୁ ବାଦ୍‌ ପଡ଼ିଛି କଟକ ଜିଲ୍ଲାର ୬୩୦ ଗାଁ

ରେଡ୍‌ ଜୋନ୍‌ରେ ୪୧, ଅରେଞ୍ଜ ଜୋନ୍‌ରେ ୧୦୯ ଗାଁ, ୧୧୧ଜଣଙ୍କ ଜୀବନ ନେଲାଣି କରୋନା କଟକ: କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ଲକ୍‌, ପଞ୍ଚାୟତରେ କରୋନା ସ୍ଥିତିକୁ ନେଇ ଏକ ଚାର୍ଟ ପ୍ରସ୍ତୁତ କରାଯାଇଛି। ଯେଉଁଠି ଗ୍ରିନ୍‌, ରେଡ୍‌, ୟେଲୋ ଓ ଅରେଞ୍ଜ୍‌ ଜୋନ ସହ କେଉଁ ଗାଁକୁ ୨ୟ ଲହରର କରୋନା ବର୍ତ୍ତମାନ ସୁଦ୍ଧା ଛୁଇଁନି ତା’ର ଏକ ରିପୋର୍ଟ କରାଯାଇଛି। ଯେଉଁଠି କଟକ ଜିଲ୍ଲାର ୧୯୬୫ … Continue reading କରୋନା କବଳରୁ ବାଦ୍‌ ପଡ଼ିଛି କଟକ ଜିଲ୍ଲାର ୬୩୦ ଗାଁ